ଉପଜୀବନ Upajībana

  • ସଂ. ବି — ଜୀବନର ଆଶ୍ରୟସ୍ଥଳ; ଜୀବିକା
  • ସଂ. ବି — କିସ ଉପଜୀବନ ତାହାର ଅଟଇ, କହ କେ ଥାଏ ତାର ପରାୟଣ ହୋଇ। —କୃଷ୍ଣସିଂହ ମହାଭାରତ, ବନ।