ଉପଜୀବୀ Upajībī
- ସଂ. ବିଣ. ପୁଂ. (ଉପ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ 1 ମା. 1 ବ) — ଜୀବିକାବଲମ୍ବୀ — Living upon
- ସଂ. ବିଣ. ପୁଂ. (ଉପ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ 1 ମା. 1 ବ) — ଆଶ୍ରିତ — Dependent on
- ସଂ. ବିଣ. ପୁଂ. (ଉପ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ 1 ମା. 1 ବ) — ଯେ ପୋଷି ହେବା ପାଇଁ ଅନ୍ୟକୁ ଆଶ୍ରା କରେ — Living on another