ଉପଜ୍ଞା Upajn̄ā
- ସଂ. ବି. ସ୍ତ୍ରୀ. (ଉପ=ଆରମ୍ଭ+ଜ୍ଞା ଧାତୁ=ଜାଣିବା+ଭାବ. ଅ) — ପ୍ରଥମ ଜ୍ଞାନ; ଆଦ୍ୟ ଜ୍ଞାନ — The first idea of a thing
- ସଂ. ବି. ସ୍ତ୍ରୀ. (ଉପ=ଆରମ୍ଭ+ଜ୍ଞା ଧାତୁ=ଜାଣିବା+ଭାବ. ଅ) — ଉପଦେଶ ବା ଶିକ୍ଷା ବ୍ୟତିରେକେ ଜନ୍ମିବା ପ୍ରଥମଜ୍ଞାନ — Untaught or intuitive knowledge