ଉପଜୀବ୍ୟ Upajībya

  • ସଂ. ବିଣ. (ଉପ+ଜୀବ୍ ଧାତୁ=ବଞ୍ଚିବା+କର୍ମ. ଯ) — ଜୀବନ ଧାରଣ ନିମନ୍ତେ ଅବଲମ୍ବନୀୟ; ଆଶ୍ରୟଣୀୟ — Affording subsistence; to be depended upon as a livelihood
  • ସଂ. ବିଣ. (ଉପ+ଜୀବ୍ ଧାତୁ=ବଞ୍ଚିବା+କର୍ମ. ଯ) — ଆଶ୍ରୟଦାତା; ପୋଷିବାବାଲା — Maintaining