ଉପଜାପକ Upajāpaka

  • ସଂ. ବିଣ. ପୁଂ. (ଉପ+ଜପ୍ ଧାତୁ+କର୍ତ୍ତୃ. ଅକ) — ଅନିଷ୍ଟକାରକ — Mischief-making
  • ସଂ. ବିଣ. ପୁଂ. (ଉପ+ଜପ୍ ଧାତୁ+କର୍ତ୍ତୃ. ଅକ) — କୁଚକ୍ରୀ — Conspiring