ଉପଗ୍ରହ Upagraha

  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ପ୍ରଧାନ ଗ୍ରହର ଚାରିଆଡ଼େ ଭ୍ରମଣ କରୁଥିବା କ୍ଷୁଦ୍ର ଗ୍ରହ (ଯଥା—ଚନ୍ଦ୍ର ପୃଥିବୀର ଉପଗ୍ରହ)
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — (ଉପ+ଗ୍ରହ ଧାତୁ=ଗ୍ରହଣ କରିବା+ଭାବ. ଅ) ରୋଧ; କାରାବନ୍ଧନ; କଏଦ୍ — Confinement; restraint; impresonment
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ଗିରଫ୍ କରିବା — Arrest; seizure
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ଅନୁରୋଧ; ପ୍ରାର୍ଥନା — Request
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ଆନୁକୂଲ୍ୟ — Favour
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ସାହାଯ୍ୟ — Help
  • ସଂ. ବି. (ଉପ=ହୀନ; ନ୍ୟୂନ+ଗ୍ରହ) — ଉପଯୋଗ — Suitability
  • ସଂ. ବିଣ — କାରାରୁଦ୍ଧ; କଏଦ — Confined; imprisoned