ଉପଗୁରୁ Upaguru

  • ସଂ. ବି. (ଉପ=ନିମ୍ନ+ଗୁରୁ=ଶିକ୍ଷକ) — ଦୀକ୍ଷ ଗୁରୁଙ୍କର ପ୍ରତିନିଧି — Deputy of a spiritual guide
  • ସଂ. ବି. (ଉପ=ନିମ୍ନ+ଗୁରୁ=ଶିକ୍ଷକ) — ଗୁରୁଙ୍କ ଅଧସ୍ତନ ଗୁରୁ ବା ଶିକ୍ଷକ — A subordinate teacher
  • ସଂ. ବି. (ଉପ=ନିମ୍ନ+ଗୁରୁ=ଶିକ୍ଷକ) — ଶିକ୍ଷକଙ୍କ ଅନୁପସ୍ଥିତିରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା ଶିକ୍ଷକ; ଆକ୍ଟିଂ ଶିକ୍ଷକ — Acting teacher