ଉପଗ୍ରନ୍ଥି Upagranthi

  • ସଂ. ବି. (ଉପ=ହୀନ+ଗ୍ରନ୍ଥି=ଗଣ୍ଠି) — ଆମନାଡ଼ା; ଅଣ୍ତକୋଷକୁ ତଳି ପେଟ ସଙ୍ଗେ ସଂଯୋଗ କରିବା ନାଡ଼ା