ଉପଗାରିଆ Upagāriā

  • ଗ୍ରା. ବିଣ. (ସଂ. ଉପକାରୀ) — ଉପକାରୀ; ମଙ୍ଗଳବିଧାୟକ; ବିପଦ ସମୟରେ ସାହାଯ୍ୟକାରୀ — Benefiting; beneficent; rendering service
  • ଗ୍ରା. ବିଣ. (ସଂ. ଉପକାରୀ) — ମଙ୍ଗଳକାମୀ — Well-wisher