ଉପଘାତ Upaghāta
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — — 1 । ଆଘାତ — 1 ଆଘାତ—1. Blow; assault
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — କ୍ଷତି — Injury
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — ବିନାଶ — Destruction
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — ବିକଳତା; ଅଙ୍ଗଛେଦନ — Mutilation
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — ବିକୃତି — Transformation; deformity
- ସଂ. ବି (ଉପ=ଅଧିକ+ହନ ଧାତୁ=ଆଘାତ କରିବା +ଭାବ. ଅ) — ରୋଗ — Sickness