ଉପଘାତକ Upaghātaka

  • ସଂ. ବିଣ. (ଉପ+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଅକ) — — 1 । ବିନାଶକ — 1 ବିନାଶକ—1. Destroying
  • ସଂ. ବିଣ. (ଉପ+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଅକ) — କ୍ଷତିକାରକ — Injuring
  • ସଂ. ବିଣ. (ଉପ+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଅକ) — ଉତ୍ପୀଡ଼କ — Oppressive