ଉପକ୍ରମଣ Upakramaṇa

  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — — 1 । ଆରମ୍ଭ — 1 ଆରମ୍ଭ
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ଚେଷ୍ଟା — Attempt
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ବଶୀକରଣ — Bringing under control
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ଧର୍ମାଦିଦ୍ୱାରା ଭୃତ୍ୟପରୀକ୍ଷା — Testing the honesty and reliability of a servant
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ଚିକିତ୍ସା — Medical treatment
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ପାଦକ୍ଷେପ; ବିକ୍ରମ; ପାହୁଣ୍ଡ — Stride
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ଗମନ; ପଳାୟନ — Flying away; passing; going fast
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — ଉପାୟ — Means; design
  • ସଂ. ବି. (ଉପ=ନିକଟ+କ୍ରମ ଧାତୁ=ଆରମ୍ଭ କରିବା; ଗମନ କରିବା+ଭାବ. ଅନ) — କୌଣସି ବିଷୟର ସଂକ୍ଷିପ୍ତ ସୂଚନା — Introduction of a subject