ଉପକେଶ Upakeṣa

  • ସଂ. ବି. (ଅବ୍ୟୟୀ ଭାବ; ଉପ=ସଦୃଶ+କେଶ=ବାଳ) — ପରଚୁଳା; କଳ୍ପିତ କେଶ — False hair; periwig
  • ସଂ. ବି. (ଅବ୍ୟୟୀ ଭାବ; ଉପ=ସଦୃଶ+କେଶ=ବାଳ) — ହୀନାଙ୍ଗର କେଶ — Hair of the private parts of the body