ଉପକୂଳ Upakūḻa

  • ସଂ. ବି. (ଅବ୍ୟୟୀ ଭାବ; ଉପ=ସମୀପ+କୂଳ=ତୀର) — ବେଳାଭୂମି; ସମୁଦ୍ରତୀରବର୍ତ୍ତୀ ଭୂମି — Sea-coast; sea-shore; sea-beach
  • ସଂ. ବି. (ଅବ୍ୟୟୀ ଭାବ; ଉପ=ସମୀପ+କୂଳ=ତୀର) — ନଦୀର ତୀରବର୍ତ୍ତୀ ଭୂମି — Bank of a river