ଉପକ୍ଷେପ Upakshepa

  • ସଂ. ବି. (ଉପ+କ୍ଷିପ ଧାତୁ=ଫୋପାଡ଼ିବା+ଭାବ. ଅ) — ଉଲ୍ଲେଖ — Mention; narration
  • ସଂ. ବି. (ଉପ+କ୍ଷିପ ଧାତୁ=ଫୋପାଡ଼ିବା+ଭାବ. ଅ) — ପ୍ରସ୍ତାବ — Proposal
  • ସଂ. ବି. (ଉପ+କ୍ଷିପ ଧାତୁ=ଫୋପାଡ଼ିବା+ଭାବ. ଅ) — ଆକ୍ଷେପ — Regret
  • ସଂ. ବି. (ଉପ+କ୍ଷିପ ଧାତୁ=ଫୋପାଡ଼ିବା+ଭାବ. ଅ) — ନାଟ୍ୟାଦିରେ ଇତିହାସର ଉଲ୍ଲେଖ — Narrating history in a play