ଉପକ୍ରମଣିକା Upakramaṇikā

  • ସଂ. ବି. ସ୍ତ୍ରୀ. (ଉପ+କ୍ରମ ଧାତୁ+ଭାବ. ଅନ+ କ+ସ୍ତ୍ରୀ. ଆ) — — 1 । କୌଣସି ଆଲୋଚ୍ୟ ବିଷୟର ସଂକ୍ଷିପ୍ତ ସୂଚନା; ଅବତରଣିକା — 1 କୌଣସି ଆଲୋଚ୍ୟ ବିଷୟର ସଂକ୍ଷିପ୍ତ ସୂଚନା; ଅବତରଣିକା
  • ସଂ. ବି. ସ୍ତ୍ରୀ. (ଉପ+କ୍ରମ ଧାତୁ+ଭାବ. ଅନ+ କ+ସ୍ତ୍ରୀ. ଆ) — ବକ୍ଷ୍ୟମାଣ ବିଷୟର ପୂର୍ବାଭାସ — Prologue
  • ସଂ. ବି. ସ୍ତ୍ରୀ. (ଉପ+କ୍ରମ ଧାତୁ+ଭାବ. ଅନ+ କ+ସ୍ତ୍ରୀ. ଆ) — ପ୍ରଥମ ସୂତ୍ରପାତ — First steps; beginning
  • ସଂ. ବି — ସୂଚକ — - Introductory