ଉଦ୍ଭାସ Udbhāsa

  • ସଂ. ବି. (ଉତ୍=ଅଧିକ+ଭାସ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଦୀପ୍ତି — Lustre
  • ସଂ. ବି. (ଉତ୍=ଅଧିକ+ଭାସ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରକାଶ — Manifestation
  • ସଂ. ବି. (ଉତ୍=ଅଧିକ+ଭାସ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଶୋଭାପାଇବା — Shining