ଉଦ୍ଭବ Udbhaba

  • ସଂ. ବି (ଉତ୍=ଉପର+ଭୂ ଧାତୁ=ହେବା+ଭାବ. ଅ) — ଉତ୍ପତ୍ତି; ଜନ୍ମ — Generation; origin
  • ବିଣ. (+କର୍ତ୍ତୃ. ଅ) — ଉତ୍ପନ୍ନ — - Produced