ଉଦ୍ଭାସିତ Udbhāsita
- ସଂ. ବିଣ (ଉତ୍+ଭାସ୍ ଧାତୁ=ଦୀପ୍ତିପାଇବା+କର୍ତ୍ତୃ. ତା — ଦୀପ୍ତ; ଉଦ୍ଦୀପିତ — Illuminated
- ସଂ. ବିଣ (ଉତ୍+ଭାସ୍ ଧାତୁ=ଦୀପ୍ତିପାଇବା+କର୍ତ୍ତୃ. ତା — ଶୋଭିତ; ଚିତ୍ରାଦିଦ୍ୱାରା ପ୍ରକଟିତ — Illustrated
- ସଂ. ବିଣ (ଉତ୍+ଭାସ୍ ଧାତୁ=ଦୀପ୍ତିପାଇବା+କର୍ତ୍ତୃ. ତା — ଉଜ୍ଜ୍ୱଳ; ଜକଜକ କରୁଥିବା — Resplendent