ଉଦ୍ଭାସିବା Udbhāsibā

  • ଦେ. କ୍ରି (ସଂ. ଉଦ୍ଭାସନ) — ଉଜ୍ଜ୍ୱଳ କରିବା — To illuminate
  • ଦେ. କ୍ରି (ସଂ. ଉଦ୍ଭାସନ) — ଆଲୋକିତ କରିବା — To brighten
  • ଦେ. କ୍ରି (ସଂ. ଉଦ୍ଭାସନ) — ଦିବ୍ୟ ବପୁଷ୍ମନ୍ତ ଜ୍ୱାଳା ମାଳା ବିଭୂଷିତ, ଭାସ୍ୱର ପୁରୁଷ ଏକ ସାଗର ଉଦ୍ଭାସି —ରାଧାନାଥ, ମହାଯାତ୍ରା।