ଉଦ୍ଭାବ Udbhāba

  • ସଂ. ବି (ଉତ୍=ଉପରି+ଭୂ ଧାତୁ ଣିଚ=ଘଟାଇବା+ଅ) — ଉପରକୁ ଉଠିବା ପଦାର୍ଥ — A thing which tends upwards
  • ସଂ. ବି (ଉତ୍=ଉପରି+ଭୂ ଧାତୁ ଣିଚ=ଘଟାଇବା+ଅ) — ଗରମି — Heat
  • ସଂ. ବି (ଉତ୍=ଉପରି+ଭୂ ଧାତୁ ଣିଚ=ଘଟାଇବା+ଅ) — ବାଷ୍ପ; ବାମ୍ଫ — Vapour; steam