ଉଦ୍ବୋଧନ Udbodhana

  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ଜ୍ଞାପନ; ଜ୍ଞାନୋତ୍ପାଦନ — Bringing to mind; reminding
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — କୌଣସି ବିଷୟକୁ ସ୍ମରଣରେ ଆଣିବା — Act of recollecting a thing
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ବୋଧ ଜନ୍ମାଇବା — Conceiving a thing in the mind
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ନିଦ୍ରାରୁ ଉଠାଇବା — Awakening or rousing from sleep
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ବିଣ—
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — (+କର୍ତ୍ତୃ. ଅନ) ଜ୍ଞାପକ — Reminding
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ଜ୍ଞାନୋତ୍ପାଦକ — Recalling
  • ସଂ. ବି. (ଉତ୍+ବୁଧ୍ ଧାତୁ ଣିଚ=ଜଣାଇବା+ଭାବ.ଅନ) — ନିଦ୍ରା ଭଙ୍ଗାଇବା (ଲୋକ) — (Person) Rousing from sleep