ଉଦ୍ବେଜନ Udbejana
- ସଂ. ବି. (ଉତ୍+ବିଜ ଧାତୁ=ଭୟ କରିବା+ଭାବ. ଅନ) — ଭୟପ୍ରଦର୍ଶନ — Frightening
- ସଂ. ବି. (ଉତ୍+ବିଜ ଧାତୁ=ଭୟ କରିବା+ଭାବ. ଅନ) — ଉଦ୍ବେଗ — Anxiety; perplexity
- ସଂ. ବି. (ଉତ୍+ବିଜ ଧାତୁ=ଭୟ କରିବା+ଭାବ. ଅନ) — ଉଦ୍ବେଗଜାତକରଣ — Causing anxiety
- ସଂ. ବି. (ଉତ୍+ବିଜ ଧାତୁ=ଭୟ କରିବା+ଭାବ. ଅନ) — ଭୟ — Fright
- ସଂ. ବି. (ଉତ୍+ବିଜ ଧାତୁ=ଭୟ କରିବା+ଭାବ. ଅନ) — କଷ୍ଟ — Uneasiness
- ସଂ. ବିଣ. (+କର୍ତ୍ତୃ. ଅନ) — ଭୟପ୍ରଦର୍ଶକ; ଉତ୍ତେଜନକାରୀ