ଉଦ୍ବେୟ Udbeya

  • ସଂ. ବିଣ. (ଉତ୍+ବେ ଧାତୁ=ବସ୍ତ୍ରାଦି ବୁଣିବା+କର୍ମ. ଯ) — ବାୟୁ ସହିତ ମିଶ୍ରଣୀୟ — Which can mix with air
  • ସଂ. ବିଣ. (ଉତ୍+ବେ ଧାତୁ=ବସ୍ତ୍ରାଦି ବୁଣିବା+କର୍ମ. ଯ) — ଯାହା ଖରା ବା ପବନରେ ଉଡ଼ିଯାଏ — Volatile