ଉଦ୍ବେଜିତ Udbejita

  • ସଂ. ବିଣ (ଉତ୍+ବିଜ ଧାତୁ ଣିଚ=ଭୟ କରାଇବା+କର୍ମ. ତ) — ଉତ୍କଣ୍ଠିତ — Afflicted; perplexed
  • ସଂ. ବିଣ (ଉତ୍+ବିଜ ଧାତୁ ଣିଚ=ଭୟ କରାଇବା+କର୍ମ. ତ) — ଉତ୍ତ୍ୟକ୍ତ — Oppressed
  • ସଂ. ବିଣ (ଉତ୍+ବିଜ ଧାତୁ ଣିଚ=ଭୟ କରାଇବା+କର୍ମ. ତ) — ଭୟପ୍ରାପିତ; ଯାହାଙ୍କ ପ୍ରତି ଭୟ ପ୍ରଦର୍ଶିତ ହୋଇଥାଏ — Affrighted; frightened
  • ସଂ. ବିଣ (ଉତ୍+ବିଜ ଧାତୁ ଣିଚ=ଭୟ କରାଇବା+କର୍ମ. ତ) — ଉତ୍ତେଜିତ — Excited