ଉଦ୍ବୀତ Udbīta

  • ସଂ. ବିଣ. (ଉତ୍+ବି+ଇ ଧାତୁ=ଗତି କରିବା+କର୍ମ. ତ) — ଉଦ୍ଗତ — Risen up
  • ସଂ. ବିଣ. (ଉତ୍+ବି+ଇ ଧାତୁ=ଗତି କରିବା+କର୍ମ. ତ) — ପ୍ଳାବିତ — Flooded
  • ସଂ. ବିଣ. (ଉତ୍+ବି+ଇ ଧାତୁ=ଗତି କରିବା+କର୍ମ. ତ) — ଉଚ୍ଛଳିତ — Overflowing