ଉଦ୍ବୁଦ୍ଧ Udbuddha
- ସଂ. ବିଣ. (ଉତ୍+ବୁଧ ଧାତୁ=ଚେଇଁବା; ନିଦରୁ ଉଠିବା; ଜାଣିବା+କର୍ମ. ତ) — ବିକସିତ; ପ୍ରସ୍ଫୁଟିତ — Opened
- ସଂ. ବିଣ. (ଉତ୍+ବୁଧ ଧାତୁ=ଚେଇଁବା; ନିଦରୁ ଉଠିବା; ଜାଣିବା+କର୍ମ. ତ) — ଜାଗରିତ — Awakened
- ସଂ. ବିଣ. (ଉତ୍+ବୁଧ ଧାତୁ=ଚେଇଁବା; ନିଦରୁ ଉଠିବା; ଜାଣିବା+କର୍ମ. ତ) — ଉଦିତ — Risen
- ସଂ. ବିଣ. (ଉତ୍+ବୁଧ ଧାତୁ=ଚେଇଁବା; ନିଦରୁ ଉଠିବା; ଜାଣିବା+କର୍ମ. ତ) — ଅନୁସୃତ — Followed
- ସଂ. ବିଣ. (ଉତ୍+ବୁଧ ଧାତୁ=ଚେଇଁବା; ନିଦରୁ ଉଠିବା; ଜାଣିବା+କର୍ମ. ତ) — ମନେ ପଡ଼ିଥିବା — Remembered; recollected