ଉତ୍ପାଟନ Utpāṭana

  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ସମୂଳେ ବିନାଶକରଣ; ନିର୍ମୂଳକରିବା
  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ଉନ୍ମୂଳନ; ଉପାଡ଼ିବା — Pulling up by the root; uproothing
  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ଭିତରୁ କାଢ଼ିଆଣିବା; ଓଟାରିଆଣିବା — Extraction
  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ବିନାଶନ — Destruction
  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ଫୁଲ ଆଦି ଛିଣ୍ଡାଇବା — Plucking
  • ସଂ. ବି. (ଉତ୍=ଉପରକୁ+ପଟ ଧାତୁ ଣିଚ; ପାଟି ଧାତୁ=ପଚାଇବା+ଭାବ. ଅନ) — ବହିଷ୍କରଣ; ତଡ଼ିଦେବା; ଘଉଡ଼ିଦେବା — Expulsion