ଉତ୍ପାଟକ Utpāṭaka

  • ସଂ. ବିଣ. ପୁଂ. (ଉତ୍+ପଟ ଧାତୁ+କର୍ତ୍ତୃ. ଅକ) — ଯେ ଉପାଡ଼େ — Uprooting
  • ସଂ. ବିଣ. ପୁଂ. (ଉତ୍+ପଟ ଧାତୁ+କର୍ତ୍ତୃ. ଅକ) — ସମୂଳେ ବିନାଶକାରୀ — Eradicating
  • ସଂ. ବିଣ. ପୁଂ. (ଉତ୍+ପଟ ଧାତୁ+କର୍ତ୍ତୃ. ଅକ) — ବିନାଶକ — Destroying
  • ସଂ. ବିଣ. ପୁଂ. (ଉତ୍+ପଟ ଧାତୁ+କର୍ତ୍ତୃ. ଅକ) — ଯେ ଭିତରୁ ବାହାରକୁ ଓଟାରି ଆଣେ — Extracting; pulling out