ଉତ୍ପାଟିତ Utpāṭita
- ସଂ. ବିଣ (ଉତ୍=ଉପରକୁ+ପଟ ଧାତୁ ଣିଚ୍; ପାଟି ଧାତୁ=ପକାଇବା କର୍ମ. ତ) — ଉନ୍ମୂଳିତ; ଉପଡ଼ା ହୋଇଥିବା — Uprooted
- ସଂ. ବିଣ (ଉତ୍=ଉପରକୁ+ପଟ ଧାତୁ ଣିଚ୍; ପାଟି ଧାତୁ=ପକାଇବା କର୍ମ. ତ) — ସମୂଳେ ବିନାଶିତ — Eradicated; completely destroyed
- ସଂ. ବିଣ (ଉତ୍=ଉପରକୁ+ପଟ ଧାତୁ ଣିଚ୍; ପାଟି ଧାତୁ=ପକାଇବା କର୍ମ. ତ) — ବହିଷ୍କୃତ — Expelled