ଉତ୍ପଳିନୀ Utpaḻinī

  • ସଂ. ବି. ସ୍ତ୍ରୀ. (ଉତ୍ପଳ=ପଦ୍ମ+ସମୂହାର୍ଥେ. ଇନ୍+ସ୍ତ୍ରୀ. ଈ) — ପଦ୍ମସମୂହ; ପଦ୍ମିନୀ; ପଦ୍ମବନ — A collection of lotuses
  • ସଂ. ବି. ସ୍ତ୍ରୀ. (ଉତ୍ପଳ=ପଦ୍ମ+ସମୂହାର୍ଥେ. ଇନ୍+ସ୍ତ୍ରୀ. ଈ) — କୁମୁଦିନୀ; କଇଁସମୂହ; କୁମୁଦବନ — A collection of water-lilies