ଉତ୍ତରା Uttarā

  • ସଂ. ବି. ସ୍ତ୍ରୀ — ବିରାଟ ରାଜକନ୍ୟା — The daughter of the king of Birata, music student and daughter-in-law of Arjuna
  • ସଂ. ବି. ସ୍ତ୍ରୀ — [ଦ୍ର—ଏ ଅର୍ଜୁନାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ଓ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ ବିବାହ କରିଥିଲେ।]
  • ସଂ. ବି. ସ୍ତ୍ରୀ — ପତି ପିତୃ ଭାତୃ ଶୋକେ ଆତୁର ଉତ୍ତରା। —ରାଧାନାଥ, ବେଣୀସଂହାର।
  • ସଂ. ବି. ସ୍ତ୍ରୀ — ଉତ୍ତର ଦିକ୍ — The Northern quarter
  • ସଂ. ବି. ସ୍ତ୍ରୀ — 3 . ଉତ୍ତର ଶବ୍ଦ ଯୁକ୍ତ ନକ୍ଷତ୍ରଗଣ — 3. ଉତ୍ତର ଶବ୍ଦ ଯୁକ୍ତ ନକ୍ଷତ୍ରଗଣ
  • ସଂ. ବି. ସ୍ତ୍ରୀ — (ଯଥା —ଉତ୍ତରଭାଦ୍ରପଦ; ଉତ୍ତରାଫାଲ୍ଗୁନୀ ଓ ଉତ୍ତାରାଷାଢ଼ା)
  • ଦେ. ବି — ଉତ୍ତରାମେଘ (ଦେଖ) — Uttarāmegha (See)
  • ଦେ. ବି — ଉତ୍ତରା ପବନ (ଦେଖ) — Uttarā pabana (See)
  • ଦେ. ବି — ଦହିଲା କମଳ ବନ ବହିଲା ଉତ୍ତରା। —ପ୍ରାଚୀ, ରହସ୍ୟମଞ୍ଜରୀ।