ଉତ୍ତରଳେ Uttaraḻe

  • ଦେ. କ୍ରି. ବିଣ — ଉତୁରୁଥିବା ଅବସ୍ଥାରେ; ତରଙ୍ଗିତ ଅବସ୍ଥାରେ—
  • ଦେ. କ୍ରି. ବିଣ — ଉତ୍ତରଳେ ଯାଇ ଓଗାଳିଲୁ ବାଟ, ଆକାଶ ପାତାଳ ଛାଡ଼ିଲେ କୁହାଟ। —ରାଧାନାଥ, ଚିଲିକା।