ଉତ୍ତରଳ Uttaraḻa

  • ସଂ. ବିଣ (ଉତ୍=ଉପରକୁ+ତରଳ=ଚଞ୍ଚଳ) — ଅତି ଚଞ୍ଚଳ — Restless
  • ସଂ. ବିଣ (ଉତ୍=ଉପରକୁ+ତରଳ=ଚଞ୍ଚଳ) — ଉତୁରୁଥିବା — Swollen by heat; bubbling up; boiling (said of liquids)
  • ସଂ. ବିଣ (ଉତ୍=ଉପରକୁ+ତରଳ=ଚଞ୍ଚଳ) — କଷ୍ଟେ ମନସ୍ୱିନୀ ଉତ୍ତରଳ କ୍ରୋଧ ରୋଧିଣ ଧୈର୍ଯ୍ୟ ରଲ୍ଲରେ। —ରାଧାନାଥ, ପାର୍ବତୀ।
  • ସଂ. ବିଣ (ଉତ୍=ଉପରକୁ+ତରଳ=ଚଞ୍ଚଳ) — କମ୍ପୁଥିବା; ଥରୁଥିବା — Trembling; quivering