ଉତ୍ତରାକାଣ୍ଡ Uttarākāḍḍa

  • ସଂ. ବି. — ରାମାୟଣର ସାତକାଣ୍ଡର ଶେଷ କାଣ୍ଡ; ଶ୍ରୀରାମ ଲଙ୍କାରୁ ଫେରିବା ପରେ ଘଟିଥିବା ଘଟଣାମାନ ଯେଉଁ କାଣ୍ଡରେ ବର୍ଣ୍ଣିତ ହୋଇଅଛି