ଉତ୍ତରାଧିକାରୀ Uttarādhikārī

  • ସଂ. ବି. ପୁଂ (ଉତ୍ତରାଧିକାର+ଅଛି ଅର୍ଥରେ. ଇନ୍) — ଉଆରସ; ଦାୟାଦ; ଧନସ୍ୱାମୀଙ୍କ ମୃତ୍ୟୁପରେ ତ୍ୟକ୍ତ ସମ୍ପତ୍ତି ଯାହା ଅଧିକାରରେ ଆସେ—