ଇନ୍ଦ୍ର Indra
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ଦେବରାଜ; ଦେବେନ୍ଦ୍ର; ମହେନ୍ଦ୍ର — Indra, the deity presiding over the Hindu-swarga or paradise; the God of the clouds corresponding to Jupiter
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ରାଜା — King
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — କଳନ୍ତର ଇନ୍ଦ୍ର ନୃପ ରାମଚନ୍ଦ୍ର ଛୋଟ ରାୟ ରସେ ଭଣି। —କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — (ଶବ୍ଦର ପରବର୍ତ୍ତୀ ହେଲେ) କୈଣସି ପଦାର୍ଥ, ଜନ୍ତୁ ବା ଜାତି ମଧ୍ୟରେ ସର୍ବଶ୍ରେଷ୍ଠ; ଅତ୍ୟୁତ୍କୃଷ୍ଟ — A chief; a prince amongst; the first and best of any kind
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ଦଶରଥ ରାଜାଙ୍କ ପୁଅ ରାମଚନ୍ଦ୍ର ବୀରଙ୍କର ଉପରେ ବୋଲାନ୍ତି ସେ ଇନ୍ଦ୍ର। —କୃଷ୍ଣସିଂହ ମହାଭାରତ, ବନ।
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ଯୋଗବିଶେଷ — Name of an astronomical conjunction
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ବିଷ୍ଟି ନାମେ କରଣ ଯେ ଇନ୍ଦ୍ର ନାମେ ଯୋଗ। —ସାରଳା ମହାଭାରତ, ବିରାଟ।
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ଆତ୍ମା — The soul
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ସ୍ୱୟଂ — Self
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ପୁରାଣୋକ୍ତ ଗିରି ବା ପର୍ବତବିଶେଷ — The name of a mountain
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — କୂଟଜ (ଦେଖ) — Kūṭaja (See)
- ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ର; ସ୍ୱର୍ଗର ଅଧିପତି) — ଇନ୍ଦ୍ର ତପସ୍ୱିନୀ ଘେନି ବହୁ ନେତ୍ର ଶୋଭା ହେଉଥିଲା ଏଥିରେ। —ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।