ଇନ୍ଦ୍ରକୀଳ Indrakīḻa

  • ସଂ. ବି — ପର୍ବତବିଶେଷ
  • ସଂ. ବି — [ଦ୍ର — କେହି କେହି ଏହାକୁ ହିମାଳୟ ଅନ୍ତର୍ଗତ ମନ୍ଦର ପର୍ବତ କେହି ବା ମହେନ୍ଦ୍ର ପର୍ବତ ବୋଲି ନିର୍ଦ୍ଦେଶ କରନ୍ତି।]