ଇନ୍ଦୁର Indura

  • ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+ଉର ବା ଉନ୍ଦ ଧାତୁ=ଆଦ୍ରହେବା+ସଂଜ୍ଞାର୍ଥେ. ଉତ) — ମୂଷା; ମୂଷକ — Rat; mouse
  • ସଂ. ବି. (ଇନ୍ଦ ଧାତୁ=ଆଧିପତ୍ୟ କରିବା+ଉର ବା ଉନ୍ଦ ଧାତୁ=ଆଦ୍ରହେବା+ସଂଜ୍ଞାର୍ଥେ. ଉତ) — ବୃଷଦଂଶ ଭୟେ ଯଥା ଇନ୍ଦୁର —ଭଞ୍ଜ, ବୈଦେହୀଶବିଳାସ।