ଇନ୍ଦୁବ୍ରତ Indubrata

  • ସଂ. ବି. (ଇନ୍ଦୁ=ଚନ୍ଦ୍ର+ବ୍ରତ=ପୁଣ୍ୟଜନକ ଓ ପାପକ୍ଷୟକର କର୍ମ) — ପ୍ରାୟଶ୍ଚିତ୍ତବିଶେଷ; ଚାନ୍ଦ୍ରାୟଣ ବ୍ରତ