ଇନ୍ଦୁଭୃତ୍ Indubhṛut

  • ସଂ. ବି. (ଇନ୍ଦୁ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍; ଯେ ମସ୍ତକରେ ଚନ୍ଦ୍ରଙ୍କୁ ଧାରଣ କରିଅଛନ୍ତି) — ଶିବ — God Ṡiba