ଇନ୍ଦୁମତୀ Indumatī
- ସଂ. ବି. ସ୍ତ୍ରୀ (ଇନ୍ଦୁ=ଚନ୍ଦ୍ର+ଅଛି ଅର୍ଥରେ. ମତ୍+ସ୍ତ୍ରୀ. ଈ) — ପୂର୍ଣ୍ଣିମା — Fullmoon
- ସଂ. ବି. ସ୍ତ୍ରୀ (ଇନ୍ଦୁ=ଚନ୍ଦ୍ର+ଅଛି ଅର୍ଥରେ. ମତ୍+ସ୍ତ୍ରୀ. ଈ) — ରଘୁଙ୍କ ପୁତ୍ର ଅଜଙ୍କର ସ୍ତ୍ରୀ — The wife of Aja, son of Raghu
- ସଂ. ବି. ସ୍ତ୍ରୀ (ଇନ୍ଦୁ=ଚନ୍ଦ୍ର+ଅଛି ଅର୍ଥରେ. ମତ୍+ସ୍ତ୍ରୀ. ଈ) — ତୀର୍ଥବିଶେଷ — Name of a sacred place
- ଦେ. ବି. — ରାବଣର ପତ୍ନୀ; ସ୍ଥୂଳଜଙ୍ଘାର ମାତା
- ଦେ. ବି. — ବିଖ୍ୟାତ ଉତ୍ତର ଇନ୍ଦୁମତୀ ନନ୍ଦନ ଏ ଇନ୍ଦୁମତୀ ତପପରି ଗତିନୀତି। —ଭଞ୍ଜ, ବୈଦେହୀଶବିକାସ।