ଇନ୍ଦ୍ରକୋଷ Indrakosha
- ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+କୋଷ=ଆସନ; ଯହିଁରେ ରାଜାଦି ବସନ୍ତି) — ଖଟ; ପଲଙ୍କ — Sofa
- ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+କୋଷ=ଆସନ; ଯହିଁରେ ରାଜାଦି ବସନ୍ତି) — ମଞ୍ଚ — platform; scaffold
- ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+କୋଷ=ଆସନ; ଯହିଁରେ ରାଜାଦି ବସନ୍ତି) — ବରଣ୍ଡା — Balcony; veranda