ଆଡ଼ଦୀର୍ଘ Āṟḏadīrgha
- ଦେ. ବି. (ସଂ. ଆଳି=ରେଖା+ଦୀର୍ଘ) — ପ୍ରସ୍ଥ ଓ ଦୈର୍ଘ୍ୟ — Breadth and length
- ଦେ. ବି. (ସଂ. ଆଳି=ରେଖା+ଦୀର୍ଘ) — କ୍ଷେତ୍ରଫଳ — Area
- ଦେ. ବି. (ସଂ. ଆଳି=ରେଖା+ଦୀର୍ଘ) — ଦ୍ୱାଦଶ କୋଟି ଲକ୍ଷ ଯୋଜନ ପ୍ରତି ତୁଲେ ଆଡ଼ଦୀର୍ଘ ବିସ୍ତାର ଯେ ଅର୍ଦ୍ଧେକମହୀଆଳେ—ବିଷ୍ଣୁଗର୍ଭପୁରାଣ।
- ଦେ. ବିଣ. — ପ୍ରଶସ୍ତ ଓ ଦୀର୍ଘ; ଖୁବ୍ ଚଉଡ଼ା ଓ ଖୁବ୍ ଲମ୍ବା