ଆଡ଼ତ୍ଦାର୍ Āṟḍ̠atdār
- ବୈଦେ. ବି. (ଫା. ଆଡ଼ତ୍ଦାର) — ନିର୍ଦ୍ଦିଷ୍ଟ ପାରିଶ୍ରମିକ ପାଇ ଅନ୍ୟ ବ୍ୟକ୍ତିଙ୍କ ପଣ୍ୟଦ୍ରବ୍ୟମାନ ବିକାକିଣା କରାଇ ଦେବାପାଇଁ ରାଜାଦେଶପ୍ରାପ୍ତ ବ୍ୟକ୍ତି; ଆଡ଼ତିଆ; ଦଣ୍ଡିଦାର୍ — A licenced commission agent for sale and purchase of merchandise
- ବୈଦେ. ବି. (ଫା. ଆଡ଼ତ୍ଦାର) — [ଦ୍ର–ଆଡ଼ତ୍ଦାରର ପାରିଶ୍ରମିକକୁ ପାଉସେରୀ ବୋଲାଯାଏ।]
- ବୈଦେ. ବି. (ଫା. ଆଡ଼ତ୍ଦାର) — ଯେଉଁ ବ୍ୟକ୍ତି କିଛି କମିସନ୍ ନେଇ ଘରୋଇ ଭାବରେ ଅନ୍ୟ ବ୍ୟକ୍ତିର ପଣ୍ୟଦ୍ରବ୍ୟକୁ ବିକାକିଣା କରାଇଦିଏ; ଦଲାଲ — A private commission agent
- ବୈଦେ. ବି. (ଫା. ଆଡ଼ତ୍ଦାର) — ପଣ୍ୟଦ୍ରବ୍ୟକୁ ସାଇତି ରଖିବାପାଇଁ ଆପଣା ଜିମାରେ ନେବା ବ୍ୟକ୍ତି — A warehouse-keeper