ଆଡ଼ଦୀର୍ଘେ Āṟḍ̠adīrghe

  • ଦେ. ଅ. — ଦୀର୍ଘରେ ଓ ପ୍ରସ୍ଥରେ — In length and breadth; lengthwise and breadthwise
  • ଦେ. ଅ. — ନିର୍ଦ୍ଧୂମନାମରେ ବନ ଅଛି ତାହା ପାଶ ଆଡ଼ଦୀର୍ଘେ ବନ ଅଟେ ପଞ୍ଚାଶତ କୋଶ। ମହାଦେବ, ମାର୍କଣ୍ଡେୟପୁରାଣ।
  • ଦେ. ଅ. — (ଅମୁକ ଅଞ୍ଚଳର) ସମୁଦାୟ ସ୍ଥାନରେ; ଅଞ୍ଚଳ ତମାମ୍ — Throughout the length and breadth of a place.(ଯଥା—ପୁରୀଜିଲ୍ଲାରେ ଆଡ଼ଦୀର୍ଘେ ଖୋଜିଲେ ଏପରି ଜଣେ ବିଚକ୍ଷଣ ଲୋକ ମିଳିବ ନାହିଁ)
  • ଦେ. ଅ. — (ଯଥା—ପୁରୀଜିଲ୍ଲାରେ ଆଡ଼ଦୀର୍ଘେ ଖୋଜିଲେ ଏପରି ଜଣେ ବିଚକ୍ଷଣ ଲୋକ ମିଳିବ ନାହିଁ।)
  • ଦେ. ଅ. — ପ୍ରସ୍ଥ ଆଡ଼େ ଓ ଦୀର୍ଘ ଆଡ଼େ ଏତେ ଦୂରତ୍ୱମଧ୍ୟରେ — Within a distance of so much in length and breadth.(ଯଥା—ଆମ ଗାଁର ଆଡ଼ଦୀର୍ଘେ ପାଞ୍ଚ କୋଶ ମଧ୍ୟରେ ଡାକ୍ତରଖାନା ନାହିଁ)
  • ଦେ. ଅ. — (ଯଥା—ଆମ ଗାଁର ଆଡ଼ଦୀର୍ଘେ ପାଞ୍ଚ କୋଶ ମଧ୍ୟରେ ଡାକ୍ତରଖାନା ନାହିଁ।)