ଆଡ଼ପ Āṟḍ̠apa

  • ଦେ. ବି — ଗୁଣ୍ଡିଚାମଣ୍ଡପ (ରଥଯାତ୍ରା ସମୟରେ ଜଗନ୍ନାଥ ମହାପ୍ରଭୁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି) — A platform where the Deity Jagannātha takes rest on alighting from the car (at puri)
  • ଦେ. ବି — ଆଡ଼ପ ଅଭଡ଼ା (ଦେଖ) — Āṟḍ̠apa abhaṟḍ̠ā (See)