ଆଡ଼ପଅଭଡ଼ା Āṟḍ̠apaabhaṟḍ̠ā

  • ଦେ. ବି — ଗୁଣ୍ଡିଚା ଘରେ ଥିବା ସମୟରେ ଯେଉଁ ଅଭଡ଼ା ବା ଅନ୍ନ ରନ୍ଧା ହୋଇ ଜଗନ୍ନାଥଙ୍କୁ ଭୋଗ ଲାଗେ
  • ଦେ. ବି — [ଦ୍ର—ଏହି ଆଡ଼ପ ଅଭଡ଼ାକୁ ପରସ୍ପର ଖୁଆଖୋଇ ହୋଇ ଲୋକେ 'ଆଡ଼ପ' ବସନ୍ତି।]