ଆଡ଼ଚିରା Āṟḍ̠achirā

  • ଦେ. ବି. (ସଂ. ଅରାଳ+ଚର୍ ଧାତୁ) — ଏକ ପାର୍ଶ୍ୱକୁ ଡେଇଁବା — Side leap; caper
  • ଦେ. ବି. (ସଂ. ଅରାଳ+ଚର୍ ଧାତୁ) — ଆଡ଼ଚିରା ଗୋଟିଏକ ମାରି ତତକ୍ଷଣି ତ୍ରିବିକ୍ରମ ପ୍ରାୟେ ଉଭା ହେବା ଠାଣିମାଣି। ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି. (ସଂ. ଅରାଳ+ଚର୍ ଧାତୁ) — ଏକପ୍ରକାର ନାଚ — A kind of dance