ଆଡ଼ଚଉତାଳୀ Āṟḍ̠achautāḻī

  • ଦେ. ବି. (ସଂ. ଅର୍ଦ୍ଧ+ଚତୁଃ+ତାଳ) — ଏକ ପଦ ଓ ସାତ ମାତ୍ରାଯୁକ୍ତ ତାଳ ବିଶେଷ — Name of a musical measure
  • ଦେ. ବି. (ସଂ. ଅର୍ଦ୍ଧ+ଚତୁଃ+ତାଳ) — ମୃଦଙ୍ଗର ତାଳବିଶେଷ — A musical measure employed in striking earthen drums